କାଶିନିପଦର ଡ୍ରାଇଭର ମହା ସଙ୍ଗ ପକ୍ଷରୁ ୭୬ତମ ସାଧାରଣତନ୍ତ୍ର ଦିବସ ପାଳନ

କନ୍ଧମାଳ:  ମୋ ନିୟୁଜ ଓଡିଶା ୨୬/୦୧/୨୦୨୫

କନ୍ଧମାଳ ଜିଲ୍ଲା ରୁ ମୃତ୍ୟୁଞ୍ଜୟ ଦିଗାଲ ଙ୍କରିପୋର୍ଟ 

କନ୍ଧମାଳ ଜିଲ୍ଲାର ଫିରିଙ୍ଗିଆ ବ୍ଲକ ଅର୍ନ୍ତଗତ କାଶିନିପଦର ମାଁ ବରାଳ ଦେବୀ ମନ୍ଦିର ନିକଟରେ ୭୬ତମ ସାଧାରଣତନ୍ତ୍ର ଦିବସ ପାଳନ ବହୁ ଆଡ଼ମ୍ବରରେ ପାଳିତ ହୋଇଯାଇଛି। ରବିବାର ସକାଳ ୭ ଘଣ୍ଟିକା ସମୟରେ ମୁଖ୍ୟ ଅତିଥି କାଶିନିପଦରସଭାପତି ସଦାନନ୍ଦ ପୃଷ୍ଟି ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିବା ପରେ ଜାତୀୟ ସଙ୍ଗୀତ ଗାନ କରାଯାଇଥିଲା। ସମାଜ ସେବୀ ସୁଧିର ଖମାରୀ, ବରିଷ୍ଠ ଡ୍ରାଇଭର ସୁଭାଷ ଚନ୍ଦ୍ର କହଁର,ଖବର ପ୍ଲେସ ଜିଲ୍ଲା ପ୍ରତିନିଧି ମୃତ୍ୟୁଞ୍ଜୟ ଦିଗାଲ  ,ଉପସଭାପତି  ଗାନ୍ଧୀ ଦିଗାଲ, ସଂପାଦକ ମୃତ୍ୟୁଞ୍ଜୟ ଦିଗାଲ (କାଳିଆ), କୋଷାଧ୍ୟକ୍ଷ ଧିରେନ ଦିଗାଲ,ନିଳକଣ୍ଠ ସାହୁ , ଚକ୍ରଧର କହଁର, ସୁନିଲ୍ ଦିଗାଲ, କାଶିନିପଦର ଡ୍ରାଇଭର ମହାସଙ୍ଗର  ସମସ୍ତେ ଡ୍ରାଇଭର ଉପସ୍ଥିତ ଥିଲେ

Post a Comment

Previous Post Next Post