ଅଡବା ଥାନା ପକ୍ଷରୁ ସଡ଼କ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ

 


ଆର,ଉଦୟଗିରି- ମୋ ନ୍ୟୁଜ  ଓଡ଼ଶା  ( ମନୋଜ କୁମାର ପାଢୀ) ଗଜପତି ଜିଲ୍ଲା ପରିବହନ ବିଭାଗ ଦ୍ୱାରା ସଡ଼କ ସୁରକ୍ଷା ଦିବସ ପାଳନ କରାଯାଇଛି l ପ୍ରତ୍ୟେକ ଥାନା ଅଂଚଳ ରେ ଗଜପତି ଏସପି ଙ୍କ ନିଦେଶ କ୍ରମେ ଅଡବା ଥାନା ଅଧିକାରୀ ଶୁଭ୍ରାକାନ୍ତ ପଣ୍ଡା ଙ୍କ ଉପସ୍ଥିତ ରେ ହରଭଙ୍ଗୀ ମହାବିଦ୍ୟାଳୟ ର ଛାତ୍ରୀ ଛାତ୍ର ଙ୍କୁ ନେଇ ପୋଲିସ କର୍ମଚାରୀ ମାନେ ହାତରେ ସଚେତନତା କାର୍ଡ ଧରି ଅଡବା ବଜାର ରେ ଗାଡି ଚାଳକ ଓ ବାଇକ ଚାଳକ ଙ୍କୁ ସଡ଼କ ସଚେତନତା କରାଇଥିବା ଦେଖିବାକୁ ମିଳିଛି l

Post a Comment

Previous Post Next Post