ଗୁରୁକୁଳ ଇଣ୍ଟରନ୍ୟାସନାଲ ପବ୍ଲିକ ସ୍କୁଲରେ ଜାତୀୟ ସ୍ତରର ଆବାକସ ପରୀକ୍ଷା ଅନୁଷ୍ଠିତ


(ଦକ୍ଷିଣ ଓଡିଶା ବ୍ୟୁରୋ ଚିଫ ଶରତ ଚନ୍ଦ୍ର ନନ୍ଦ ଙ୍କ ରିପୋର୍ଟ 

ବ୍ରହ୍ମପୁର ମୋ ନିୟୁଜ ଓଡିଶା : ସ୍ଥାନୀୟ  ଗୁଡ୍ସ ସେଡ ରୋଡ ସ୍ଥିତ ଗୁରୁକୁଳ ଇଣ୍ଟରନ୍ୟାସନାଲ ପବ୍ଲିକ ସ୍କୁଲରେ ଜାତୀୟ ସ୍ତରର ଆବାକସ ପରୀକ୍ଷା ଅନୁଷ୍ଠିତ ହୋଇଯାଇଚି  । ବିଦ୍ୟାଳୟର ସଭାପତି  ପ୍ରଶାନ୍ତ ମହାପାତ୍ର, ସମ୍ପାଦିକା ଅନିତା କୁମାରୀ ପାଢି ମୁଖ୍ଯ ଅତିଥି ରୂପେ ଯୋଗ ଦେଇ ଛାତ୍ର ଛାତ୍ରୀ ମାନଙ୍କୁ ଉଦବୋଧନ ଦେଇ ଉତ୍ସାହିତ   କରିଥିଲେ  । ସମଗ୍ର ଭାରତ ବର୍ଷରୁ ପ୍ରାୟ ୮୫୦ ରୁ ଉର୍ଦ୍ଧ ପରୀକ୍ଷାର୍ଥୀ ପରୀକ୍ଷା ଦେବା ପାଇଁ ପହଞ୍ଚିଥିଲେ  ।  ବିଦ୍ୟାଳୟରେ ପ୍ରଥମ ଶ୍ରେଣୀରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଆବାକସ ଶିକ୍ଷା ଦିଆଯାଏ ବୋଲି ବିଦ୍ୟାଳୟର ଅଧ୍ୟକ୍ଷା  ମଧୁସ୍ମିତା ପରିଡା ସୂଚନା  ଦେଇଛନ୍ତି  ।

Post a Comment

Previous Post Next Post