ଆର,ଉଦୟଗିରି ମୋ ନିୟୁଜ ଓଡିଶା (ମନୋଜ କୁମାର ପାଢୀ- ଜିଲ୍ଲା ଅଡବା ଥାନା ଅନ୍ତର୍ଗତ ରାଇପାଙ୍କା ପଞ୍ଚାୟତର ସିକିଲିମା ଓ ଗରଡ଼ା ଗ୍ରାମ ମଧ୍ୟରେ ଥିବା ପ୍ରାୟ 87 ଏକର ଜମିରେ ଥିବା 1,74,000 ଗଂଜେଇ ଗଛ ନଷ୍ଟ କରିଥିବା ସୂଚନା ହସ୍ତ ଗତ ହୋଇଛି. ଏହି ପ୍ରକ୍ରିୟା ରେ ଅଡବା ଥାନା ପୋଲିସ କର୍ମଚାରୀ, ଅବକାରୀ ବିଭାଗ କର୍ମଚାରୀ ଙ୍କ ସହ ପ୍ରାୟ 200 କାର୍ଯ୍ୟରତ କର୍ମଚାରୀ ମିଶି ଗଞ୍ଜାଇ ଗଛ ସବୁ ନଷ୍ଟ ଓ ପୋଡି ଛନ୍ତି. ଏହି ବାବଦରେ ଅଡବା ଥାନା ଅଧିକାରୀ 184/2024 ରେ ଏକ ମାମଲା ରୁଜୁ କରିଛନ୍ତି ।
Tags:
ଆଞ୍ଚଳିକ


