ଟ୍ରକ୍ ଧକ୍କାରେ ବାଇକ୍ ଆରୋହୀ ମୃତ ।

 


 

ଆର,ଉଦୟଗିରି ମୋ ନିୟୁଜ ଓଡିଶା (ମନୋଜ  କୁମାର ପାଢୀ/ ୨୯/୧୦/୨୪-ସୁଧାକର ଟ୍ରକ୍ ଧକ୍କାରେ ବାଇକ ଆରୋହୀ ମୃତ । ମୃତକ ଜଣକ ହେଲେ କନ୍ଧମାଳ ଜିଲ୍ଲା ଅନ୍ତର୍ଗତ ବ୍ରାହ୍ମଣୀଗାଁ ଥାନା ନିକଟସ୍ଥ ମାର୍ଦିପଙ୍କା ଗ୍ରାମର ସୀଧାନ୍ତ ମୁଠାମାଝୀ ବୋଲି ଜଣା ପଡ଼ିଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହାତ ହୋଇଛନ୍ତି । ଆହାତ ଙ୍କୁ ସ୍ଥାନୀୟ ଲୋକେ ଡାକ୍ତରଖାନା ପହଞ୍ଚାଇଥିବା ବେଳେ ଉତ୍ୟକ୍ତ ଲୋକେ ବ୍ରହ୍ମପୁର ରାୟଗଡା ଜାତୀୟ 326 ମୁଖ୍ୟ ରାସ୍ତା ଅବରୋଧ କରିଛନ୍ତି ।    ମୃତ ପରିବାର କ୍ଷେତି ପୂରଣ ଦିଆଯିବ ପ୍ରତିଶୃତି ରାସ୍ତା ରୋକ ହଟିଥିଲା ।   ଘଟଣାଟି ଘଟିଛି ଅଡବା ଥାନା ଅନ୍ତର୍ଗତ  ବିରିକୋଟ ଠାରେ ।ଘଟଣା ସ୍ଥଳରେ ଅଡବା ପୋଲିସ ପହଞ୍ଚି ତଦନ୍ତ ଚଳାଇଛି ।  ଘଟଣାସ୍ଥଳରେ ଅଡବା ପୁଲିସ  ଟ୍ରକ ଜବତ କରିବା ସହ ଶବକୁ ବେବ୍ୟଛଦ କରିବାକୁ ବ୍ରହ୍ମପୁର ବଡ ମେଡିକଲ୍ ପଠାଯିବା ସହ ଅଡବା ଥାନରେ ଏନେଇ କେସ ନଂ ୧୬୫/୨୪ ମାମଲା ରୁଜୁ କରବା ଏବଂ  ଟ୍ରକ ଡ୍ରାଇଭର ଥାନାରେ ରଖାଯାଇ ବୋଲି ଅଡବା ପୁଲିସ ସୁତ୍ରରୁ ପ୍ରକାଶ ହୋଇଛି ।

Post a Comment

Previous Post Next Post