ଗଞ୍ଜାମ ଜିଲ୍ଲା ମୋ ନିୟୁଜ ଓଡିଶା ବେଗୁନିଆପଡା ବ୍ଲକ ଅନ୍ତର୍ଗତ ସାନ ଉସ୍ତାପଡ଼ା ପଂଚାୟତ ର କନ୍ଧ ରାଣୀପଡ଼ା ଗ୍ରାମରେ ଜଣେ ବାଳକ ପୋଖରୀ ରେ ବୁଡି ମୃତ୍ୟୁ ବରଣ କରିଛି । ସୂଚନା ପ୍ରକାରେ ସୋମବାର ଦିନ ବସନ୍ତ ବେହେରା ଙ୍କ ପୁଅ ଓମ ବେହେରା ଗାଁ ନିକଟରେ ଥିବା ପୋଖରୀ କୁ କୌଣସି କାମରେ ଯାଇ ବୁଡି ଯାଇଥିଲେ । ପରେ କେହି ଦେଖି ତାଙ୍କ ପରିବାରକୁ ଖବର ଦେଇଥିଲେ । ପରିବାର ଲୋକେ ଓ ସ୍ଥାନୀୟ ଲୋକଙ୍କ ସହଯୋଗ ରେ ଓମ କୁ ଉଦ୍ଧାର କରି କୋଦଳା ମେଡିକାଲକୁ ନେଇ ଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଖବର ପାଇ କୋଦଳା ପୋଲସ 7/24 ରେ ଏକ ଅପମୃତ ମାମଲାରୁଜୁ କରି ମେଡିକାଲ ରେ ପହଂଚି ସବ କୁ ଜବତ କରି ବ୍ୟବଛେଦ ପାଇଁ ପଠାଇଥିବା କୋଦଳା ଥାନା ଅଧିକାରୀ ସୁବାଷ ଚନ୍ଦ୍ର ବେହେରା ସୂଚନା ଦେଇଛନ୍ତି । ଜିଲ୍ଲା ବେଗୁନିଆପଡା ବ୍ଲକ ଅନ୍ତର୍ଗତ ସାନ ଉସ୍ତାପଡ଼ା ପଂଚାୟତ ର କନ୍ଧ ରାଣୀପଡ଼ା ଗ୍ରାମରେ ଜଣେ ବାଳକ ପୋଖରୀ ରେ ବୁଡି ମୃତ୍ୟୁ ବରଣ କରିଛି । ସୂଚନା ପ୍ରକାରେ ସୋମବାର ଦିନ ବସନ୍ତ ବେହେରା ଙ୍କ ପୁଅ ଓମ ବେହେରା ଗାଁ ନିକଟରେ ଥିବା ପୋଖରୀ କୁ କୌଣସି କାମରେ ଯାଇ ବୁଡି ଯାଇଥିଲେ । ପରେ କେହି ଦେଖି ତାଙ୍କ ପରିବାରକୁ ଖବର ଦେଇଥିଲେ । ପରିବାର ଲୋକେ ଓ ସ୍ଥାନୀୟ ଲୋକଙ୍କ ସହଯୋଗ ରେ ଓମ କୁ ଉଦ୍ଧାର କରି କୋଦଳା ମେଡିକାଲକୁ ନେଇ ଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଖବର ପାଇ କୋଦଳା ପୋଲସ 7/24 ରେ ଏକ ଅପମୃତ ମାମଲାରୁଜୁ କରି ମେଡିକାଲ ରେ ପହଂଚି ସବ କୁ ଜବତ କରି ବ୍ୟବଛେଦ ପାଇଁ ପଠାଇଥିବା କୋଦଳା ଥାନା ଅଧିକାରୀ ସୁବାଷ ଚନ୍ଦ୍ର ବେହେରା ସୂଚନା ଦେଇଛନ୍ତି ।
Tags:
ଆଞ୍ଚଳିକ


