(ଦକ୍ଷିଣ ଓଡିଶା ବ୍ୟୁରୋ ଚି଼ଫ ଶରତ ଚନ୍ଦ୍ର ନନ୍ଦ ଙ୍କ ରିପୋର୍ଟ
ବୁଗୁଡା :ମୋ ନିୟୁଜ ଓଡିଶା ରାଜ୍ୟ ସରକାରଙ୍କ ସୁଭଦ୍ରା ଯୋଜନାର ସହାୟତା ରାଶି କିପରି ଯୋଗ୍ଯା ଆବେଦନକାରୀମାନେ କିପରି ପାଇ ପାରିବେ ସେ ନେଇ ବୁଗୁଡା ଏନ୍ଏସିର ସମସ୍ତ ଓ୍ବାର୍ଡରେ ସଚେତନତା ଶୋଭାଯାତ୍ରାମାନ ା ଆୟୋଜିତ ହୋଇଯାଇଛି । ଏହି ଶୋଭାଯାତ୍ରା ଗୁଡିକରେ ଅଙ୍ଗନଓ୍ବାଡି କର୍ମୀ, ମିଶନ ଶକ୍ତି ଗୋଷ୍ଠୀର ସଦସ୍ୟାଗଣ ଏବଂ ଏକ ଟଙ୍କା ଲେଖାଏଁ ହାସଲ କରିଥିବା ଉତ୍ସାହିତ ମହିଳାମାନେ ସାମିଲ୍ ହୋଇ ଘରେ ଘରେ ସୁଭଦ୍ରା ଯୋଜନା କିପରି ପହଞ୍ଚି ପାରିବ ସେଥି ପାଇଁ ସଚେତନତା ସୃଷ୍ଟି କରିଥିଲେ । ଏହି ପରି ବ୍ଲକର ସମସ୍ତ ପଞ୍ଚାୟତରେ ମଧ୍ୟ ସୁଭଦ୍ରା ଯୋଜନା ସଚେତନତା କାର୍ଯ୍ୟକ୍ରମମାନ ଅନୁଷ୍ଠିତ ହୋଇଥିଲା।
Tags:
ଆଞ୍ଚଳିକ


