ପ୍ରାଥମିକ ଚିକିତ୍ସା ଜୀବନ ଭରଷା

 


ଶୁଣ୍ଡୁରୁବl ସରକାରୀ କଲ୍ୟାଣ ବିଭାଗ ବାଳିକା ଉଚ୍ଚ ବିଦ୍ୟାଳୟ ରେ ବିଶ୍ୱ ପ୍ରାଥମିକ ଚିକିତ୍ସା ଦିବସ  ପାଳନ ହୋଇଯାଇଛି | 

ଆର,ଉଦୟଗିରି-ମୋ ନିୟୁଜ ଓଡିଶା : ତା 16/09/24 ରିଖ ସୋମବାର ଦିନ ଶୁଣ୍ଡୁରୁବl କଲ୍ୟାଣ ବିଭାଗ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ବିଶ୍ୱ ପ୍ରାଥମିକ ଚିକିତ୍ସା ପାଳିତ ହୋଇଯାଇଛି | ଏ ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ଜିଲ୍ଲା ରେଡ଼କ୍ରସ ଅଧିକାରୀ ଶ୍ରୀ ସଂଜୀବ କୁମାର ଦାସ ଯୋଗ ଦେଇ ପ୍ରାଥମିକ ଚିକିତ୍ସା ସମ୍ପର୍କରେ ଡେମୋ ଦେଖାଇ ଶିକ୍ଷା ଦାନ ଦେଇଥିଲେ | ସମ୍ବଳ ସାଧନ କର୍ମୀ ଶ୍ରୀ ସୁବାସ ଚନ୍ଦ୍ର ସାହୁ ଜୁନିଅର ରେଡ଼କ୍ରସର ଇତିହାସ ବିଦ୍ୟାଳୟରେ ଜୁନିଅର ରେଡ଼କ୍ରସ କିପରି କାର୍ଯ୍ୟକ୍ଷମ ହୋଇପାରିବ ସମ୍ବଳ ସାଧନ କର୍ମୀ ଶ୍ରୀ ପ୍ରହ୍ଲାଦ ଶିହଳ ବିଦ୍ୟାଳୟରେ ପ୍ରାଥମିକ ଚିକିତ୍ସାର ଉପଯୋଗ  ଓ ବ୍ୟାଣ୍ଡେଜ କିପରି ବନ୍ଧା ଯାଏ ଶିକ୍ଷା ଦାନ ଦେଇଥିଲେ |ବିଦ୍ୟାଳୟର ଶିକ୍ଷୟିତ୍ରୀ M କଳ୍ପନା, ଭାରତୀ ପାତ୍ର ଉପସ୍ଥିତ ଥିଲେ ପ୍ରାୟ 250 ଜଣ ଛାତ୍ରୀ ଅଂଶ ଗ୍ରହଣ କରିଥିଲେ |

Post a Comment

Previous Post Next Post