(ଗଞ୍ଜାମ ଜିଲ୍ଲା ବ୍ୟୁରୋ ଚି଼ଫ ଶରତ ଚନ୍ଦ୍ର ନନ୍ଦ ଙ୍କ ରିପୋର୍ଟ
ବ୍ରହ୍ମପୁର :ମୋ ନିୟୁଜ ଓଡିଶା ସ୍ଥାନୀୟ ସହର ତଳି ଅଞ୍ଚଳ ବ୍ରଜନଗର ଠାରେ ସହର ତଳି ଅଞ୍ଚଳ ମିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ୭୮ ତମ ସ୍ବାଧିନତା ଦିବସ ମହା ସମାରୋହରେ ପାଳିତ ହୋଇଯାଇଛି। କମିଟିର ବରିଷ୍ଠ ଉପଦେଷ୍ଟା ପ୍ରଫେସର ଡ . ରଙ୍ଗନାଥ ମିଶ୍ର ପତାକା ଉତ୍ତୋଳନ କରିଥିଲେ। ଏହି ଅବସରରେ ସେ ନିଜ ଅଞ୍ଚଳ, ସହର, ଜିଲ୍ଲା ଓ ରାଜ୍ୟର ବିକାଶ ହିଁ ଦେଶର ବିକାଶ ଓ ସ୍ବାଧୀନତାର ସମ୍ପୂର୍ଣ୍ଣ ଉପଲବ୍ଧି ବୋଲି ମତ ପ୍ରକାଶ କରିଥିଲେ। ସଭାପତି ସଞ୍ଜୀବ କୁମାର ପଟ୍ଟନାୟକଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଏମ୍ ଲାବଣ୍ୟ ପାତ୍ର, ଅଜିତ୍ କୁମାର ଘଡେ଼ଇ, ଦିଗାମ୍ବର ସାମନ୍ତରାୟ, ଅଜିତ୍ ପଟ୍ଟନାୟକ, ବି ଭି ସାଗର, ଶ୍ରୀମନ୍ତ ପାଣିଗ୍ରାହୀ, ଟି ସୁଦେଶ କୁମାର ପାତ୍ର, ପ୍ରମୋଦ ଚନ୍ଦ୍ର ପାଢ଼ୀ,ସୁବାଷ ପାତ୍ର, ଲକ୍ଷ୍ମୀ କାନ୍ତ ଜେନା, ରବୀନ୍ଦ୍ର କୁମାର ଜେନା, ଶ୍ରୀକାନ୍ତ ପଢ଼ୀହାରି, ସି ଏଚ ରାମ କ୍ରିଷ୍ଣା ଦାସ, ଅନିଲ ଅଧିକାରୀ,ଅର୍ଜୁନ ସାହୁ, ପ୍ରଶାନ୍ତ କୁମାର ଦାସ, ଗରୀବ ବନ୍ଧୁ ପାଣିଗ୍ରାହୀ, ପ୍ରବୀଣ କୁମାର ପଟ୍ଟନାୟକ, ପ୍ରିତୀଶ ପାଣିଗ୍ରାହୀ, ସନ୍ତୋଷ ସାହୁ, ଆଦିତ୍ୟ ନାରାୟଣ ରଥ,ଭି ନାର୍ଶିର୍ଙ୍ଗୁଲୁ, କାହୁଁ ଚରଣ ପତି, ଜିତେନ୍ଦ୍ର କୁମାର ପାଢ଼ୀ, ନାରାୟଣ ଚନ୍ଦ୍ର ପାଈଛା, ଗଣେଶ ଦାସ, ଡ ପ୍ରବୀଣ କୁମାର ପାଢ଼ୀ, ପ୍ରଭାତ କୁମାର ବେହେରା, ହରି ହର ପାଣିଗ୍ରାହୀ, ବଂଶୀଧର ଷଡ଼ଙ୍ଗୀ, ପୂର୍ଣ୍ଣ ଚନ୍ଦ୍ର ବେହେରା, ବୁଧୁ ପାଢ଼ୀ ଓ ରାଉତ ସାର ପ୍ରଭୁତି ବହୁ ସଦସ୍ୟ ଯୋଗ ଦେଇଥିଲେ। ପରିଶେଷରେ ଉପସ୍ଥିତ ଛାତ୍ର ଛାତ୍ରୀ ଓ କୁନି ପିଲାମାନଙ୍କୁ ମିଷ୍ଟାନ୍ନ ବଣ୍ଟନ କରାଯାଇଥିଲା।


