ଏବଂ ଛାତ୍ର ଛାତ୍ରୀ ମାନେ ବୋହୁ ଆଡମ୍ବର ସହ ନୃତ୍ୟ ଏବଂ ଅବିନୟ ପଦର୍ଶନ କରିଥିଲେ। ଏହା ଦେଖି ଦର୍ଶକ ବହୁତ ଆନଦ ଉଲ୍ଲାସ ଅନୁଭବ କରିଥିଲେ। ଏହି ଅଭିନୟ ଓ ନୃତ୍ୟ ରେ ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କାର ବିତରଣ କରାଯାଇଥିଲା । ଶିକ୍ଷତ୍ରୀ ଶ୍ରୀମତୀ କୁନି ନାୟକ , ଶିକ୍ଷକ ଶ୍ରୀ ପ୍ରଣୀତ ଲିମା , ଶିକ୍ଷକ ଶ୍ରୀ ଆର୍ତତ୍ରାଣ ବେହେରା , ଶିକ୍ଷକ ଶ୍ରୀ ରତ୍ନାକର ରଇତ , ଶିକ୍ଷକ ଶ୍ରୀ ସୁଶାନ୍ତ କୁମାର ଗୌଡ଼ , ଶିକ୍ଷତ୍ରୀ ଶ୍ରୀମତୀ ଗାୟତ୍ରୀ ପାଣିଗ୍ରାହୀ , ଶିକ୍ଷତ୍ରୀ ଶ୍ରୀମତୀ ଅମିତା ରଇତ , ଛାତ୍ର ଛାତ୍ରୀ ମାନଙ୍କୁ ଉତ୍ସାହ କରିଥିଲେ । ଶିକ୍ଷକ ଶ୍ରୀ ରତ୍ନାକର ରଇତ ଧନ୍ୟବାଦ ଅର୍ପଣ କରି ସଭାସାଙ୍ଗ କରାଯାଇଥିଲା । ସେହିପରି ଖଜୁରୀପଦା ପୋଲିସ ଫାଣ୍ଡି ଠାରେ ସ୍ୱାଧୀନତା ଦିବସ ଅବସର ରେ ପେରେଡ ମାଧ୍ୟମରେ ସ୍ୱାଧୀନତା ଦିବସ ପାଳନ କରାଯାଇଅଛି ।
ଜାତୀୟ ପତାକା A. S. I ପ୍ରଫୁଲ୍ଲ କୁମାର ଜାଗାରାଙ୍ଗା ତ୍ରିରଙ୍ଗା ପତାକା ଉତ୍ତଳନ କରିଥିଲେ ଏବଂ ଅବିଭାଷଣ ଦେଇଥିଲେ। ସେହିପରି ନୂଆଗଡ ବ୍ଲକ ରେ ସ୍ୱାଧୀନତା ଦିବସ ଅବସରରେ ବିଡ଼ିଓ ଶ୍ରୀ ଲୋକନାଥ ଶବର ଙ୍କ ନେତୃତ୍ବରେ ତୀରଙ୍ଗା ପତାକା ଉତଳନ କରି ଅଭିଭାଷଣ ଦେଇଥିଲେ । ସେହିପରି ବଡ଼ପଦା ଡିପାଉଲ ଇଂରାଜୀ ବିଦ୍ୟାଳୟ ଏବଂ ସେଣ୍ଡ ମେରୀ ବିଦ୍ୟାଳୟ ଠାରେ ଛାତ୍ର ଛାତ୍ରୀ ମାନେ ବିଭିନ୍ନ ନୃତ୍ୟ ଏବଂ ଅଭିନୟ କରି 78ତମ ସ୍ୱାଧୀନତା ର ଆନନ୍ଦ ଉଲ୍ଲାସ ଅନୁଭବ ମନେକରିଥିଲେ ।


