ସ୍ୱାଧୀନତା ଦିବସ। ଗରିବ ଅବହଲିତ ପିଲାଙ୍କୁ ଖାଦ୍ୟ ସାମଗ୍ରୀ ବଣ୍ଟନ ।

 


ଆର,ଉଦୟଗିରି ମୋ ନିୟୁଜ ଓଡିଶା (ମନୋଜ କୁମାର  ପଢୀ)-:  ୧୫,୮,୨୦୨୪,ସ୍ୱାଧୀନତା  ଦିବସ ଉପଲେକ୍ଷ, ସିଲକି ସିଟି ଉଲକର୍ସ  କଲବ ତରଫ ରୁ( ଆଶ୍ରମ )ରାମ କୃଷ୍ଣ ମିଶନ,  ଆବପୁଆ ନିକଟସ୍ଥିତ,  ଥିବା,ଗରିବ ଅବ ହଲ ତ ଛାତ୍ର ମାନଙ୍କୁ ବୈଦିକ  ବସ୍ତ୍ ,ମଶାରୀ,ଦୁଇଗୋଟି ଫେନ,ଖାଦ୍ୟ ସାମଗ୍ରୀ,ଚାଉଳ ଡାଲି ଓ ମିଠା ଇ ଓ ଅନ୍ୟନି, ପିଲାଅଙ୍କ ନିମନ୍ତେ ଆସିଥିବା ସାମଗ୍ରୀସବୁ  ବଣ୍ଟନ କରିଥିଲେ ଏହି କାଜ୍ୟ କର୍ମ ରେ କ୍ଲବ ପକ୍ଷରୁ ସଭା ନେତ୍ରି,ଶ୍ରୀ ମତୀ, କୁସୁମ, ସମ୍ପାଦିକା ,ସୃଜ୍ୟକୁମରି,କୋଷା ଦକ୍ଷ, ରଜନୀ,ପ୍ରକ୍ଲପ ଅଧିକାକରି, ଓ, ସାମଗ୍ରୀ ଦାତ୍ତା, S ଗୌରୀ, ଗନ୍ଧି ନଗରଅଞ୍ଚଳରେ ଥିବା ଅହି କ୍ଲବ୍ ,ର,ଏବଂ ସାଥୀ ମାନଙ୍କୁ ନେଇ  ଆଶ୍ରମ ରେ ରହି ଥିବାପିଲା ମାନଙ୍କୁ ସାମଗ୍ରୀ ବଣ୍ଟ ନ୍ କରି ଥିଲେ  ,ଏବଂ ଏହି କାଜ୍ୟ କର୍ମ ରେ ସମାଜ ସେବୀ ଶ୍ରୀ ଭିକାରୀ ନାୟକ,ନେତୃତ୍ୱ ରେ କ୍ଲବ ର୍ ସଭ୍ୟ ସଭ୍ୟା କୁ ନେଇ  ଏକ ସଭା  ଅନୁଷ୍ଠିତ  କରାଜାଇଥିଲା,ସଦସ୍ୟ ଓ କ୍ଲବ ର୍ ମୁଖ୍ୟ ସଭା  ନେତ୍ରୀଙ୍କୁ ଅନୁରୋଧ କରିଥିଲେ, ଜାହାକି ଆଶ୍ରମର ଛାତ୍ର ମାନଙ୍କୁ ନେଇ  କିପରି  କ୍ଲବ ର୍  ଅନ୍ୟ କଜ୍ୟ କ୍ରମ ରେ ସାହାଯ୍ୟ ସହଜୋଗ କରିବା ସହିତ ଆଶ୍ରମର ଉନତି ନିମନ୍ତେ ଦୃଷ୍ଟି ଦେବାକୁ କହିଥିଲେ ,ଏହୀ  ସଭା ରେ ଆଶ୍ରମର ମୁଖ୍ୟ ସହଯୋଗୀ, ପ୍ର ଫସର ନାରାୟଣ ପଣ୍ଡା, କ୍ଲବ ,ର ସମସ୍ତ ସଦ୍ୟସ ଙ୍କୁ ଧନ୍ୟଵାଦ ଦେଇ ପିଲାଙ୍କ ଉଜ୍ୱଳ ଭବିଷ୍ଯଦ୍ କାମାନା କରିବା ସହିତ ସଭା ସଙ୍ଗ କରି ଥିଲେ ।

Post a Comment

Previous Post Next Post