ଋଷବ ଏବେ ସମ୍ପୂର୍ଣ୍ଣ ଫିଟ୍, ଆଇପିଏଲ-୨୦୨୪ରେ କରିବେ କମବ୍ୟାକ୍ !

 


ନୂଆଦିଲ୍ଲୀ: ଡିସେମ୍ବର ୨୦୨୨ରେ ଏକ କାର ଦୁର୍ଘଟଣାରେ ଋଷଭ ପନ୍ତ ଗୁରୁତର ଆହତ ହୋଇଥିଲେ। ଏହି କାରଣରୁ ସେ ଦୀର୍ଘ ଦିନ ଧରି କ୍ରିକେଟ୍ ପଡ଼ିଆରୁ ଦୂରେଇ ରହିଥିଲେ। ଏତେ ବଡ଼ ଦୁର୍ଘଟଣା ପରେ ସେ ପୁଣି ଥରେ ପଡ଼ିଆକୁ ଫେରିପାରିବେ କି ନାହିଁ ସେନେଇ ଅନେକ ପ୍ରଶ୍ନ ଉଠିଥିଲା ​। ହେଲେ ଏବେ ପ୍ରାୟ ୧୪ମାସ ପରେ ଋଷବ ପଡ଼ିଆକୁ ଫେରିବା ପାଇଁ ପ୍ରସ୍ତୁତ ଥିବା ଜଣାପଡ଼ିଛି। କିଛି ଦିନ ମଧ୍ୟରେ ଆଇପିଏଲ-୨୦୨୪ ଆରମ୍ଭ ହେବାକୁ ଥିବା ବେଳେ ଋଷବଙ୍କୁ ନେଇ ବଡ଼ ଅପଡେଟ୍ ଦେଇଛି ବିସିସିଆଇ।ନୂଆଦିଲ୍ଲୀ: ଡିସେମ୍ବର ୨୦୨୨ରେ ଏକ କାର ଦୁର୍ଘଟଣାରେ ଋଷଭ ପନ୍ତ ଗୁରୁତର ଆହତ ହୋଇଥିଲେ। ଏହି କାରଣରୁ ସେ ଦୀର୍ଘ ଦିନ ଧରି କ୍ରିକେଟ୍ ପଡ଼ିଆରୁ ଦୂରେଇ ରହିଥିଲେ। ଏତେ ବଡ଼ ଦୁର୍ଘଟଣା ପରେ ସେ ପୁଣି ଥରେ ପଡ଼ିଆକୁ ଫେରିପାରିବେ କି ନାହିଁ ସେନେଇ ଅନେକ ପ୍ରଶ୍ନ ଉଠିଥିଲା ​। ହେଲେ ଏବେ ପ୍ରାୟ ୧୪ମାସ ପରେ ଋଷବ ପଡ଼ିଆକୁ ଫେରିବା ପାଇଁ ପ୍ରସ୍ତୁତ ଥିବା ଜଣାପଡ଼ିଛି। କିଛି ଦିନ ମଧ୍ୟରେ ଆଇପିଏଲ-୨୦୨୪ ଆରମ୍ଭ ହେବାକୁ ଥିବା ବେଳେ ଋଷବଙ୍କୁ ନେଇ ବଡ଼ ଅପଡେଟ୍ ଦେଇଛି ବିସିସିଆଇ।ଦୁର୍ଘଟଣା ପରେ ପନ୍ତ ଆଇପିଏଲ୍-୨୦୨୩ରୁ ବାଦ୍ ପଡିଥିଲେ। କିନ୍ତୁ ଏବେ ତାଙ୍କ ପ୍ରଶଂସକମାନେ ତାଙ୍କୁ ଦେଢ଼ ବର୍ଷ ପରେ ପୁଣି ଥରେ ପଡ଼ିଆରେ ଖେଳୁଥିବାର ଦେଖିବେ।



Post a Comment

Previous Post Next Post