ଯୀଶୁଙ୍କ ପୁନରୁତ୍ଥାନ ମହା ଦିବସ ପାଳିତ ହଇଯାଇଛି



ଆଜି ସାରା ବିଶ୍ଵରେ ଖ୍ରୀଷ୍ଟିଆନ୍ ଭାଇ ଭଉଣି ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ଜନ୍ମ ମୃତ୍ୟୁ ଓ ପୁନରୁତ୍ଥାନ ରେ ବିଶ୍ବାସ କରି ପୁନରୁତ୍ଥାନ ମହା ଦିବସ ପାଳନ କରୁ ଥିବାବେଳେ।

ଆଜି ନବରଙ୍ଗପୁର ଜିଲ୍ଲାରେ ବସବାସ କରୁଥିବା ଖ୍ରୀଷ୍ଟ ବିଶ୍ବାସୀ ଭାଇ  ଭଉଣି ମାନଙ୍କ ମଧ୍ୟରେ ଏହାର ଏକ ନିଆରା ଚିତ୍ର ଦେଖିବାକୁ ମିଳିଛି।

ଏହି ଦିନରେ ଖ୍ରୀଷ୍ଟ ଧର୍ମାବଲାମ୍ବୀ ଭାଇ ଭଉଣି ଏବଂ କୁନି କୁନି ପୁଅ ଝିଅ ମାନେ ମଧ୍ୟ କେଣ୍ଡଲ ଜଳାଇ ଈଶ୍ୱରଙ୍କ ନିକଟରେ ସମସ୍ତେ ଏକତ୍ରିତ ହୋଇ କବର ସ୍ଥାନରେ ଧୂପ କାଠି ଓ କେଣ୍ଡେଲ ଜଳାଇ ଫୁଲ ଅର୍ପଣ କରି,ମୃତ୍ୟୁଞ୍ଜୟ ପାପ କ୍ଷେମା କାରି ପ୍ରଭୁ ଯିଶୁ ଙ୍କ ନିକଟରେ ସାରା ବିଶ୍ଵର ମାନବ ଜାତିଙ୍କ ପାପ କ୍ଷେମା ଓ ଆତ୍ମାର ସତଗତି  ଓ ବିଶ୍ଵର ଶାନ୍ତି ନିମନ୍ତେ ଈଶ୍ବରଙ୍କ ନିକଟରେ ପ୍ରାର୍ଥନା କରିଥାନ୍ତି।

Post a Comment

Previous Post Next Post