ପୂର୍ଵତନ ସମିତି ସଭ୍ୟ ତଥା ଅଞ୍ଚଳ ର ଜଣେ ଆଗ ଧାଡିରନେତା ଭାବେ ପରିଚିତ( ନଗୁରୁ)ସନ୍ତୋଷ ଆଉ ଆମ ଗହଣରେ ନାହାନ୍ତି

 


 ବେଗୁନିଆପଡା ବ୍ଲକ ଅନ୍ତର୍ଗତ ମର୍ଦମେଖ ପଞ୍ଚାୟତର ପୂର୍ବତନ ସମିତିସଭ୍ୟ ତଥା ତୃଣମୂଳ ସୁରୀୟ ରାଜନେତା ସନ୍ତୋଷ ମେହେଣା(ନୁଗୁରୁ) ଙ୍କ ଶୁକ୍ରବାର ଦିନ ୫୫ ବର୍ଷ ବୟସରେ  ପରଲୋକ ଘଟିଛି । ସେ ଆସିକା ସମବାୟ ନିର୍ଦେଶକ ତଥା  ମର୍ଦମେଖ ପଞ୍ଚାୟତର ସରପଞ୍ଚ ପ୍ରତିନିଧୂ ହୃଷିକେଶ ମେହେଣାଙ୍କ ବଡ଼ ଭାଇ ଥିଲେ ଅଣ୍ଟା ସମସ୍ୟା ଥିବାରୁ କିଛି ଦିନ ଧରି ଚିକିତ୍ସିତ ହେଉ ଥୂବା ବେଳେ ଆସିକାରେ ଆଜି ତାଙ୍କର ପରଲୋକ ଘଟିଛି ।  ଜଣେ ସୁ ସଙ୍ଗଠକ ତ‌ଥା ଜନ ବତ୍ସଳ ରାଜନେତା ଭାବେ ତାଙ୍କର ସୁଖ୍ୟାତି ଥିଲା । ତାଙ୍କ ମୃତ୍ୟୁରେ ଅଞ୍ଚଳରେ ଶୋକର ଛାୟା ଖେ ଳିଯାଇଥୂବା ବେଳେ ତାଙ୍କ ଭାଇ ବୋହୁ  ତଥା ମର୍ଦମେଖ ପଞ୍ଚାୟତର ସରପଞ୍ଚ ମଞ୍ଜୁଳା ମେହେଣା, ବେଗୁନିଆପଡା ବ୍ଲକ ଉପାଧ୍ଯକ୍ଷ ସୁଧାକର ପ୍ରଧାନଙ୍କ ସମେତ ଅଞ୍ଚଳର ବହୁ ବିଶି ବିଶିଷ୍ଠ ବ୍ୟକ୍ତି ତାଙ୍କ ବିୟୋଗରେ ଗଭୀର ଶୋକ ପ୍ରକାଶ କରିଛନ୍ତି ।


Post a Comment

Previous Post Next Post