ସମୁଦ୍ରଭିତରେ ମଛ୍ୟଜିବି ନିଖୋଜ



ଗଞ୍ଜାମ ଜିଲ୍ଲା ଗୋପାଳପୁର ସମୁଦ୍ରରେ ମତ୍ସ୍ୟଜୀବୀ ନିଖୋଜ । ଗୋପାଳପୁର ସାଇବାବା ସାହିର 

ଓଡି. ଜାଙ୍ଗମାୟା ନାମକ ମତ୍ସ୍ୟଜୀବୀ ନିଜ କୌଳିକ ବୃତ୍ତିକୁ ନେଇ ମାଛ ଧରିବାକୁ ସମୁଦ୍ର ଭିତରକୁ ଜାଇଥିଲେ ଏବଂ ମାଛଧରି ଫେରିବା ସମୟରେ କୋୖଣସି କାରଣ ବସତ ମାଛ ଧରୁଥିବା ଡଙ୍ଗାରୁ ହଠାତ୍ ପାଣିକୁ ଖସିପଡ଼ି ଥିଲେ ପରେ ନିକଟରେ ଥିବା ଅନ୍ୟ ମତ୍ସ୍ୟଜୀବୀ ମାନେ ଉଦ୍ଧାର କରିବା ନିମନ୍ତେ ବହୁ ଖୋଜାଖୋଜି କରିବାପରେ ନିଖୋଜ ଜାଙ୍ଗମାୟାଙ୍କ କୌଣସି ପତ୍ତା ମିଳିନଥିବା ବେଳେ ବାହାରକୁ ଆସି ସ୍ଥାନୀୟ ଲୋକଙ୍କୁ ଘଟଣା ସମ୍ପର୍କରେ ଜଣାଇଥିଲେ ପରେ ସ୍ଥାନୀୟ ମତ୍ସ୍ୟଜୀବୀଙ୍କ ଦ୍ବାରା ଖୋଜାଖୋଜି କରିବା ସହ ଗୋପାଳପୁର ଥାନାକୁ ଜଣାଇଥିବା ଜଣାପଡିଛି ।

Post a Comment

Previous Post Next Post