ମାଲାବାର ଗୋଲଡ ଆଣ୍ଡ ଡାଏମଣ୍ଡସ ଓଡ଼ିଶାର ବ୍ରହ୍ମପୁର ରେ ନୂଆ ସୋ ରୁମ ଉଦଘାଟନ

 


(ଦକ୍ଷିଣ ଓଡିଶା ବ୍ୟୁରୋ ଚିଫ ଶରତ ଚନ୍ଦ୍ର ନନ୍ଦ ଙ୍କ ରିପୋର୍ଟ )

ବ୍ରହ୍ମପୁର ମୋ ନିୟୁଜ ଓଡିଶା : ବ୍ରହ୍ମପୁର, ଓଡିଶା ଦାୟତ୍ୱସମ୍ପୂଣ୍ଣ ଜୁଏଲର ମାଲାବାର ଗୋଲଡ ଆଣ୍ଡ ଡାଏମଣ୍ଡସ ଓଡ଼ିଶାର ବ୍ରହ୍ମପୁରର ରାମଲିଙ୍ଗେଶ୍ୱର ରୋଡ଼ ନିକଟସ୍ଥ ତାହାର ନୂଆ ସୋରୁମ ଉଦଘାଟନ ହୋଇଯାଇଛି l ଏହି ଅତ୍ୟାଦୁନିକ ସୋରୁମର ଗହଣା ଗୁଡିକର ଆକର୍ଷଣିୟ  କଲେସନ ସହିତ ଗ୍ରାହକଙ୍କୁ ଏକ ଅତୁଳନୀୟ କିଣା କିଣି ଅନୁଭୁର୍ଟି ପ୍ରଦାନ କରିବା ପାଇଁ ଡିଜାଇନ କରାଯାଇଛି I ଯେଉଁଠାରେ ପ୍ରତେକ ଅବସର ନିମନ୍ତେ ବହୁଵିଧି ବର୍ଗର ଡିଜାଇନ ଓ ଷ୍ଟାଇଲ ପ୍ରଦର୍ସିତ ହେଉଛି I ଏହି ଉଲ୍ଲେଖନୀୟ ସଫଳତା ଭାରତରେ ତାହାର ଉପସ୍ଥିତକୁ ପରିବ୍ୟାପ୍ତ କରିବା ଏବଂ ଗ୍ରାହକ ମାନଙ୍କୁ ଉନ୍ନତର କାରିଗରୀ ଏବଂ ଅତୁଳନୀୟ ସେବା ଯୋଗାଇଦେବା ନିମନ୍ତେ ବ୍ରାଣ୍ଡ ର ପ୍ରତିବାଦ୍ଧତା କ୍ଷତ୍ରରେ ଆଉ ଏକ ମାଇଲଖୁଣ୍ଟ ହୋଇଛି। ଏହି ସୋ'ରୁମ କୁ ପରିଚାଳନା ମଣ୍ଡଳୀୟ ସଦସ୍ୟବୃନ୍ଦ ଗ୍ରାହକ ଏବଂ ଶୁଭେଛାଙ୍କ ଉପସ୍ଥିତ ରେ ପ୍ରସିଦ୍ଧ ଓଡ଼ିଆ ଅଭିନେତା ତଥା ମାଲାବାର ଗୋଲଡ ଏବଂ ଡ଼ିଏମଣ୍ଡ ର ବ୍ରାଣ୍ଡଆମ୍ବାସିଟର ଓଡିଶା ଚଳଚିତ୍ର ଅଭିନେତା ସବ୍ୟସାଚୀ ମିଶ୍ର, ବ୍ରହ୍ମପୁର ମେୟର ସଂଘମିତ୍ରା ଦଳେଇ, ଡେପୁଟି ମେୟର ବିବେକ ରେଡ୍ଡୀ ଉପସ୍ଥିତ ରହି ଉଧଘାଟନ କରିଥିଲେ। 

ମାଲାବାର ଗୋଲଡ ଏବଂ ଡ଼ିଏମଣ୍ଡ ଭାରତ ମଧ୍ୟପ୍ରାଚ୍ୟ ଆମେରିକା, କାନ୍ନଡା ଏବଂ ଅଷ୍ଟ୍ରେଲିଆ ସମତେ ୧୩ଟି ରାଷ୍ଟ୍ର ରେ ୩୮ ଠାରୁ ଅଧିକ ସୋରୁମ ସହିତ ବେଶୀ ଉପସ୍ଥିତ ରହିଛି। ଏହାର ବିଫୁଳ କଲେକ୍ସନ, ଅତୁଳଣ୍ୟ ଗୁଣବତ୍ତା ଏବଂ ଗ୍ରାହକ-କେନ୍ଦ୍ରିକ ଆଭିମୁଖ୍ୟ ପାଇଁ ସୁଖ୍ୟାତି ଅର୍ଜନ କରିଥିବା ଏହି ବ୍ରାଣ୍ଡ ଚଳିତ ମାର୍ଚ୍ଚ ରେ ଭାରତ ର ବିଭିନ୍ନ ସ୍ଥାନ ରେ ୧୨ଟି ନୂଆ ଶୋରୁମ ଉଦଘାଟନ ସହିତ ନିଜର ଉପସ୍ଥିତ କୁ ସାମ୍ପ୍ରସାରିତ କରୁଛି। ଏହି ନୂଆ ଶୋରୁମ ଭାରତୀୟ ଜୁଏଲାରି ବଜାରରେ ମାଲାବାର ଗୋଲଡ ଏବଂ ଡାଇମଣ୍ଡସର ନେତୃତ୍ବକୁ ପୁନଃ ସୁଦୃଢ କରୁଛି। ନୂଆ ସୋରୁମ ସୁନା, ହୀରା, ପ୍ଲାଟିନମ ଏବଂ ଜେମ୍ସଟନ ପିସ ସମେତ ବ୍ୟାପକ ବର୍ଗର ଗହଣା ଉପଲବ୍ଧ କରାଉଛି, ଯେଉଁଗୁଡିକ ପ୍ରତ୍ୟେକ ପସନ୍ଦ ଓ ଅବସରକୁ ଖାପ ଖୁଆଇବା ଭଳି ଡିଜାଇନ କରାଯାଇଛି। 

ମାଲାବାର ଗୋ୍ଲଡ଼ ଏବଂ ଡାଏମଣ୍ଡ ସମ୍ପର୍କରେ:-

ମାଲାବାର ଗୋଲଡି ଏବଂ ଡାଏମଣ୍ଡ ସହ ୧୯୯୩ ରେ ସ୍ଥାପ୍ତିତ ହୋଇଥିଲା ଏବଂ ଏହା ଏକ ଅଗ୍ରଣି ବିବଧକୃତ ଭରିତୀୟ ବ୍ୟବସାଇ ଗୋଷ୍ଟୀ ମାଲାବାର ଗ୍ରୁପ ର ଛାମୁଆ କମ୍ପାନୀ ବର୍ଷକ ୬.୨ ବିଲ୍ଲିୟନ ଡଲାର କାରବାର କରୁଥିବା ଏହି କମ୍ପାନୀ ସମ୍ପତି ବିଶ୍ଵ ୬ଷ୍ଠ ସର୍ବବୃହତ ଜ୍ୱଲେରି ରିଟେଇଲର ଏବଂ ଡିଲଏଟର ଲକ୍ସରୀ ଗୁଡ୍ସ ୱର୍ଲଡ଼ ରେଙ୍କିଙ୍ଗ ରେ ୧୯ତମ ସ୍ଥାନରେ ରହିଛି। ଏହାର ୧୩ତି ରାଷ୍ଟ୍ର ରେ ୩୮୦ ରୁ ଅଧିକ ସୋରୁମ ସହିତ ମଜବୂତ ରିଟେଇଲ ନେଟୱର୍କ ରହିଛି ଏବଂ ତା ସହିତ ଭାରତ, ମଧ୍ୟପ୍ରାଚ୍ୟ, ସୁଦୂରପ୍ରାଚ୍ୟ, ଆମେରିକା, ବ୍ରିଟେନ, କାନଡ଼ା ଏବଂ ଅଷ୍ଟ୍ରେଲିଆ ଆଦି ରାଷ୍ଟ୍ର ରେ ଏକାଧିକ କାଯ୍ୟାଳୟ କାଯ୍ୟାଳୟ, ଡିଜାଇନ ସେଣ୍ଟର, ହୋଲସେଲ ୟୁନିଟ ଏବଂ କାରଖାନା ରହିଛି। ମାଲାବାର ଗୋଲଡ ଏବଂ ଡାଇମଣ୍ଡ ମଧ୍ୟ ଅନଲାଇନ ସୋରୁମ ରେ ଉପଲବ୍ଧ ହୋଇଛି। ସିଏସଆର ଗ୍ରୁପ ଆରମ୍ଭ ଦିନଠାରୁ ତାହାର ପ୍ରାଥମିକ ପ୍ରତିବଦ୍ଧତା ହୋଇ ରହିଆସିଛି l ଏହା ଦାୟିତ୍ୱ ସମ୍ପୂର୍ଣତା ଏବଂ ନୀତିଗୁଡିକୁ ତାହାର ମୂଳ ବ୍ୟବସାୟ ସହିତ ସମନ୍ୱିତ କରିଛି lଏହି ନୂଆ ସୋ 'ରୁମ ସମ୍ପର୍କରେ ଏକ ବିବୃତିରେ ଏମପି ଅହମ୍ମଦ, ଚେୟାରମ୍ୟାନ, ମାଲାବାର ଗ୍ରୁପ କହିଥିଲେ, ସମଗ୍ର ଭାରତରେ ଜନସାଧାରଣଙ୍କୁ ବିଶ୍ଵଶ୍ରେଣୀର ଗହଣା ଯୋଗାଇଦେବାକୁ ଆମର ଯାତ୍ରା ଜାରି ରଖି ବ୍ରହ୍ମପୁରରେ ନବୀନତମ ସୋ ' ରୁମ ଉଦଘାଟନ କରି ଆମେ ରୋମାଞ୍ଚିତ ଅନୁଭଵ କରୁଛୁ ବୋଲି କହିଥିଲେ l

Post a Comment

Previous Post Next Post