(ମୋ ନ୍ୟୁୁଜ ଓଡ଼ିଶା)
ବୁଗୁଡ଼ା,୧୯/୦୨(ସୋରେନ କୁମାର ପ୍ରଧାନ):ଗୋ ମାତା ସେବା ସଂସ୍ଥା ଦ୍ଵାରା ବୁଗୁଡ଼ା ଥାନା ଏସ୍ଆଇ ସମୀର ସେଠୀଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ସଭା କାର୍ଯ୍ୟ ଅନୁଷ୍ଠିତ ହୋଇଯାଇଛି।ଏହି ସଭାରେ ମୁଖ୍ୟ ଅତିଥି ଭାବେ ବୁଗୁଡ଼ା ଏସ୍ଆଇ ସମୀର ସେଠୀ ସମ୍ମାନିତ ଅତିଥି ଭାବେ ଗୋମାତା ସେବା ସଂସ୍ଥା ର ସଭାପତି ସୁଶାନ୍ତ କୁମାର ଦାସ,ସମ୍ପାଦକ ଦଣ୍ଡପାଣି ସାହୁ ,,ୟୁଭାନ୍ସ ୟୁଥ୍ ସଂସ୍ଥା ର ସଭାପତି ବିନାୟକ ପାଢ଼ୀ ଏବଂ ଶ୍ରୀକର ଭଞ୍ଜ ଓପନ ୟୁନିଟ, ସ୍କାଉଟ୍ ଏଣ୍ଡ ଗାଇଡସ ଓ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ର ସଦସ୍ୟ ଚନ୍ଦନ କୁମାର ସ୍ବାଇଁ ଯୋଗ ଦେଇଥିଲେ। ଏବଂ ବୁଗୁଡ଼ା ଅଞ୍ଚଳର ଅନ୍ୟ ସଂଗଠନର ବହୁ ସଦସ୍ୟ ମାନେ ଉପସ୍ଥିତ ଥିଲେ।ପରିଶେଷରେ ଗୋମାତା ସେବା ସଂସ୍ଥା ର ସଦସ୍ୟ ରଞ୍ଜିତ ପୃଷ୍ଟି ଧନ୍ୟବାଦ୍ ଅର୍ପଣ କରିଥିଲେ।
Tags:
ଆଞ୍ଚଳିକ