ଦୈନିକ ଖବରକାଗଜ ନ୍ୟାୟବତୀ ଓ ୱେବ ଡିଜିଟାଲ ମିଡ଼ିଆ ର ବନ୍ଧୁମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ

 


(ଦକ୍ଷିଣ ଓଡିଶା ବ୍ୟୁରୋ ଚିଫ ଶରତ ଚନ୍ଦ୍ର ନନ୍ଦ ଙ୍କ ରିପୋର୍ଟ 

ବ୍ରହ୍ମପୁର ମୋ ନିୟୁଜ ଓଡିଶା : ନ୍ୟାୟବତୀ ଖବର କାଗଜ ପରିବାର ଆନୁକୂଲ୍ୟ ରେ ଗଞ୍ଜମ ଜିଲ୍ଲାର ଶକ୍ତି ପିଠ ମା, " ତରା ତାରିଣି ଙ୍କ ପୀଠ ନିକଟରେ ଏକ ବନ୍ଧୁମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ଏଥିରେ ନ୍ୟାୟବତୀ ପରିବାର ସହକାରି ପରିଚାଳିକା ଶ୍ରୀମତି ଶୁଭ୍ର  ଜ୍ୟୋସ୍ନା ମହାନ୍ତି ଓ ଦକ୍ଷିଣ ଓଡ଼ିଶା ବ୍ୟୁରୋ ଚ଼ିଫ୍ ଶରତ ଚନ୍ଦ୍ର ନନ୍ଦଙ୍କ ଉପସ୍ଥିତିରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା l ଏଥିରେ ଗଞ୍ଜାମ ଜିଲ୍ଲା ଦକ୍ଷିଣ ଓଡିଶା ର ସମସ୍ତ ବ୍ଳକ ର ଖବରଦାତା ଉପସ୍ଥିତ ରହି ବିଭିନ୍ନ ସମସ୍ୟା ଉପରେ ଆଲୋକ ପାତ କରିଥିଲେ l ଉକ୍ତ କାର୍ଯ୍ୟକ୍ରମକୁ ଦକ୍ଷିଣ ଓଡ଼ିଶା ବ୍ୟୁରୋ  ଚିଫ ଶରତ ଚନ୍ଦ୍ର ନନ୍ଦ ନ୍ୟାୟବତୀ ପରିବାର ସମସ୍ତ ଅତିଥି ମାନଙ୍କ ପରିଚୟ ପ୍ରଦାନ କରିବା ସହ  ଶ୍ରୀଜଗତର ନାଥ ଜଗନ୍ନାଥଙ୍କ ଚରଣରେ ଦ୍ୱୀପ ପ୍ରଜ୍ବଳନ ପ୍ରମୁଖ ନ୍ୟାୟବତୀ ର ପରିଚାଳିକା  ଶ୍ରୀମତି ଶୁଭ୍ର ଜ୍ୟୋସ୍ନା ମହାନ୍ତି ଦ୍ବୀପ ପ୍ରଜ୍ବଳନ କରି ଶ୍ରୀଜଗନ୍ନାଥଙ୍କୁ ନ୍ୟାୟବତୀ ପରିବାର ଉନ୍ନତି କାମନା କରିଥିଲେ ସେହିପରି ଶରତଚନ୍ଦ୍ର ନନ୍ଦ ମଧ୍ୟ ଦ୍ୱିପ ପ୍ରଜ୍ୱଳନ କରି ସମସ୍ତ ନ୍ୟାୟ ବତି ପରିବାର ଉନ୍ନତି କାମନା କରି ମଞ୍ଚାସିନ ଅତିଥିଙ୍କୁ ଉପଢୋକନ ଓ ମା ତରା ତାରିଣି ଙ୍କ ଫଟୋଚିତ୍ର ପ୍ରଦାନ  କରିଥିଲେ ଏଥିରେ ନ୍ୟାୟାବତୀ ର ଏଡ଼ିଟର ଗୋପିନାଥ ପରିଡ଼ା, ଆଡ଼ ଭୋ ଟାଈଜ ମ୍ୟାନେଜର ପ୍ରଭାତ ରଥ, ସରୋଜ କୁମାର ମିଶ୍ର ସଞ୍ଜିବ କୁମାର ପଟ୍ଟନାୟକ ମଞ୍ଚାସିନ  ରହି ସମସ୍ତ ବ୍ଳକ ପ୍ରତିନିଧି ଙ୍କ ଯେପରି କୌଣସି ଅସୁବିଧା ନ ହେବା ସହ ଖବର କାଗଜ କିପରି ପାଠକଙ୍କ ପାଖରେ ପହଁଚି ପାରିବା ସହ ୱେବ ମିଡ଼ିଆ ର ପ୍ରଚାର ପସାର ବଢ଼ିପାରିବ ସେଥିପାଇଁ ସମସ୍ତ ପ୍ରତିନିଧି କହିଥିଲି l ଏହାର ଖୁବ ଶୀଘ୍ର ସମସ୍ୟା ସମାଧାନ କରାଯିବ ବୋଲି ଶ୍ରୀମତି ମହାନ୍ତି ପ୍ରତିଶ୍ରୁତି ରଖିଥିଲେ ଏବଂ ମୋର ପ୍ରତିନିଧି ମାନଙ୍କର ଯେ କୌଣସି  ଅସୁବିଧା ହେଲେ ମୁଁ ଜାଣିପାରିଲେ ସମସ୍ତ ସହଯୋଗ କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ l ଏହା ସହ  ନ୍ୟାୟବତି ପରିବାର ର ଉନ୍ନତି କାମନା କରି ବନ୍ଧୁମିଳନ କାର୍ଯ୍ୟକ୍ରମକୁ ସଫଳ କରିବା ସହ ମା ତରା ତାରିଣୀଙ୍କ ଠାରେ ପାର୍ଥନା କରିଥିଲେ l ଏହି ବନ୍ଧୁମିଳନରେ ସରୋଜ କୁମାର ମିଶ୍ର ( କବିସୂର୍ଯ୍ୟନଗର), ପ୍ରଫୁଲ୍ଲ ବେହେରା( ଆସିକା),କୃଷ୍ଣ ଚନ୍ଦ୍ର ପଲାଇ (କୋଦଳା )ସୁଶାନ୍ତ ମହାନ୍ତି( ଚିକିଟି) ମାଧବ 

ବାଡତ୍ୟା( ପାତ୍ର ପୁରୁ), କୁରେଶ ମହାରଣା ( ଦିଗପହଣ୍ଡି), ପ୍ରଦିପ କୁମାର ଚୌଧୁରି ( ଜଗନ୍ନାଥପ୍ରସାଦ), ସୂର୍ଯ୍ୟନାରାୟଣ ତ୍ରିପାଠୀ (ବେଲଗୁଣ୍ଠା), ହରପାଢ଼ି ( ବୁଗୁଡ଼ା), ଅକ୍ଷାନ୍ତ କୁମାର ମିଶ୍ର (ପୋଲସରା), ଅଶୋକ କୁମାର ମହାଙ୍କୁଡ ( ପୁରୁଷତ୍ତମ ପୁର), ସୁନିଲ କୁମାର ମହାପାତ୍ର, ( ଖଲ୍ଲିକୋଟ), 

 କାଳିପ୍ରସାଦ ରଥ କ୍ରାଇମ ରିପୋର୍ଟର ( ବ୍ରହ୍ମପୁର), ସୁଧାଂଶୁ ଶେଖର ପାଳ ( ବାଲିଗୁଡ଼ା),, ମନୋଜ କୁମାର ପାଢ଼ି ( ଗଜପତି)  ଟି.ସୁଦେଶୁ କୁମାର ପାତ୍ର( କୁକୁଡ଼ାଖଣ୍ଡି), ସଞ୍ଜିବ କୁମାର ପଟ୍ଟନାୟକ ( ଗୋପାଳପୁର/ ରଙ୍ଗୋଇଲୁଣ୍ଡା), ବସନ୍ତ କୁମାର ପଟ୍ଟନାୟକ ( ହିଞ୍ଜିଳିକାଟୁ), ସମସ୍ତ ବ୍ଳକ ପ୍ରତିନିଧି ଉପସ୍ଥିତ ରହି ଏହି ବନ୍ଧୁମିଳନ କାର୍ଯ୍ୟକ୍ରମକୁ ସଫଳ କରିଛନ୍ତି ଶେଷରେ ଖଲିକୋଟ ପ୍ରତିନିଧି ସୁନୀଲ କୁମାର ମହାପାତ୍ର , ଧନ୍ୟବାଦ ଅର୍ପଣ କରିଥିଲେ l

Post a Comment

Previous Post Next Post