ଗୋରୁ ବଝେଇ ଟ୍ରକକୁ ଅଟକ ରଖିଲେ ବଜରଙ୍ଗୀ ଦଳର କର୍ମକର୍ତା

ଆର,ଉଦୟଗିରି ମୋ ନିୟୁଜ ଓଡିଶା (ମନୋଜ  କୁମାର ପାଢୀ/  -ଦିନ ଗଜପତି ଜିଲ୍ଲାରେ ଗୋଚାଲାଣ ବୃଦ୍ଧି ପାଉଥିବା ବେଳେ,ଗୋରୁ ବଝେଇ ଟ୍ରକକୁ ଅଟକ ରଖି ପୋଲିସକୁ ଜିମା ଦେଇଛନ୍ତି ଲୋକେ, ଘଟଣାଟି ଘଟିଛି ଗଜପତି ଜିଲ୍ଲା ଆର -ଉଦୟଗିରି ଥାନା ଅନ୍ତର୍ଗତ ରଣ୍ଡିବା ଗାଁ ରେ., ଗାଡିଟି ଆର -ଉଦୟଗିରି ଅଂଚଳରୁ ଆନ୍ଧ୍ରାପ୍ରଦେଶ ଅଭିମୁଖେ ଯାଉଥିବା ବେଳେ ଅଂଚଳର କିଛି ଲୋକେ କୌଣସି ସୂତ୍ରରୁ ଖବର ପାଇ ଗାଡିଟିକୁ ଅଟକ ରଖିଥିଲେ ପରବର୍ତୀ ସମୟରେ ପୋଲିସ ଘଟଣାସ୍ଥଳରେ ପହଂଚି ଗାଡିଟିକୁ ଜବତ କରିଥିଲା

Post a Comment

Previous Post Next Post