ସୁମଣ୍ଡଳ ପେଟ୍ରୋଲ ଟାଙ୍କି ନିକଟକେନାଲ ରାସ୍ତାରୁ ବିପୁଳ ପରିମାଣ ର ଚୋରା ମଦ ସହ ଟାଭେରା ଗାଡି କୁ ଜବତ କଲା ବେଗୁନିଆପଡା ପୋଲିସ

ଗଞ୍ଜାମ ଜିଲ୍ଲା ମୋ ନିୟୁଜ ଓଡିଶା ବେଗୁନିଆପଡା ବ୍ଲକ ଅନ୍ତର୍ଗତ ସୁମଣ୍ଡଳ ସ୍ଥିତ ପେଟ୍ରୋଲ ପମ୍ପ ନିକଟ କେନାଲ ରାସ୍ତାରେ ଗୋଟିଏ ଟାଭେରା ଗାଡ଼ିରେ ବିପୁଳ ପରମାଣର ଚୋରା ଦେଶୀ ମଦ ଯାଉଥିବା ଖବର ପାଇଁ  ବେଗୁନିଆପଡା ପୋଲିସ ପିଛା କରି ଜବତ କରିବାରେ ସଫଳ ହୋଇ ଥିବା ବେଳେ ଆସାମୀ ଚମ୍ପଟ ମାରିଥିଲା  । ଏଥିରେ ପନ୍ଦର ବସ୍ତା ପ୍ରାୟ ଛଅ ସହ ଲିଟର ଚୋରା ମଦ ରହିଥିଲା ।  ଟାଭେରା ଗାଡି OR 02 AZ 3488 କୁ ଜବତ କରିବା ସହ 308/2024 ରେ ମାମଲା ରୁଜୁ କରିଥିବା ସହ ଆସାମୀ ଫେରାର ଥିବା ଥାନା ଅଧିକାରୀ ଅଶୋକ କୁମାର ହାଁସଦା ସୂଚନା ଦେଇଛନ୍ତି ।

Post a Comment

Previous Post Next Post