ବଜ୍ରାଘାତରେ ଗାଈ ମୃତ୍ୟ ।

   ଆର,ଉଦୟଗିରି(ମନୋଜ


କୁମାର ପାଢୀ/ ମୋ ନିୟୁଜ ଓଡିଶା ୧୫/୬/ ଆଜି ଗଜପତି ଜିଲ୍ଲା  ମୋହନା ଅଂଚଳରେ ଅଚାନକ କାଳବୈଶାଖୀ ମାଡ଼ି ଆସିଥିଲା । ବର୍ଷା ପବନ ସହ ବିଜୁଳି ଘଡଘଡି ମଧ୍ୟ ହୋଇଥିଲା , ଫଳରେ ମୋହନା ବ୍ଲକ ବାଘମାରି ପଞ୍ଚାୟତ ପାଢୀଗାଁ ଗ୍ରାମର ବଳରାମ ଗୌଡ଼ ନାମକ ଏକ ବ୍ୟକ୍ତିଙ୍କ ଗାଈକୁ ଘଡଘଡି ମାରିଥିଲା, ସୂଚନା ପ୍ରକାରେ ଗାଇଟି ଚରିବା ପାଇଁ ଜଙ୍ଗଲ କୁ ଯାଇଥିଲା ଏବଂ ଅପରାହ୍ନରେ ଫେରିବା ସମୟରେ ଏକ ଗଛମୂଳରେ ଗାଈ କୁ ଘଡଘଡିମାରିଥିଲା ଯାହାର ଫଳରେ ଘଟଣା ସ୍ଥଳରେ ହିଁ ଗାଈର  ମୃତ୍ୟୁ ହୋଇଥିଲା , ତେବେ ବଳରାମ ଜଣେ ଗରିବ ଶ୍ରେଣୀର  ଚାଷୀ ହୋଇଥିବାରୁ  ସରକାରୀ କ୍ଷେତ୍ରରେ କିଛି ସହାୟତା ଓ କ୍ଷତିପୂରଣ ପାଇଁ ସରକାରଙ୍କୁ ଆକୁଳ ନିବେଦନ କରିଛନ୍ତି ।

Post a Comment

Previous Post Next Post