ଚୈତ୍ର ମାସ ତୃତୀୟ ମଙ୍ଗଳବାର ଥିବାରୁ ମା ମଙ୍ଗଳାଙ୍କର ବିଶେଷ ପୂଜା

 ଚୈତ୍ର ମାସ ତୃତୀୟ ମଙ୍ଗଳବାର ଥିବାରୁ ମା ମଙ୍ଗଳାଙ୍କର ବିଶେଷ ପୂଜା



ଢେଙ୍କାନାଳ ଭାଗିରଥୀ ସାଗର କୂଳ ସ୍ଥିତ ମା ମଙ୍ଗଳାଙ୍କ ପିଠରେ ମା'ଙ୍କ ଚୈତ୍ରମାସର ତୃତୀୟ ମଙ୍ଗଳବାର ଥିବାରୁ ବିଶେଷ ପୂଜାର୍ଚ୍ଚନା କରାଯାଇଥିଲା। ପ୍ରାତଃ ରୁ ମଙ୍ଗଳ ଆଳତି ମହାସ୍ନାନ ନୂତନ ବସ୍ତ୍ର ଫୁଲହାରରେ ସୁସଜ୍ଜିତ କରାଯାଇଥିଲା ବିଭିନ୍ନ ଭୋଗ ଲାଗି କରାଯାଇଥିଲା। ମଧ୍ୟାହ୍ନ ସମୟରେ ପଣା ସନ୍ଧ୍ୟା ରେ ଆଳତି ଓ ରାତ୍ରୀରେ ରାତ୍ରଧୂପ ପରେ ପହଡ ପଡ଼ିବ।

Post a Comment

Previous Post Next Post